କୁଶୁଳ
ଦେଖଣା
କୁଶୁଳ —
ଉଚ୍ଚାରଣ: Kuṡūḻa
(କୁଶୂଳ—ଅନ୍ୟରୂପ)
ସଂ. ବି —
୧: ଧାନକୋଠି; ଶସ୍ୟାଗାର; ଅମାର — ୧. Granary.
୨: ଭଣ୍ଡାର — ୨. Store-room; treasury.
୩: ତୁଷାଗ୍ନି; ଚଷୁର ନିଆଁ — ୩. Fire made of chaff.
୪: କରେଇ (ହି. ଶବ୍ଦସାଗର) — ୪. Frying pan.
୫: ଦୁଃଖଦାୟକ ଶୂଳରୋଗ —୫. Painful colic.
୬: ଦ୍ରବ୍ୟ ସଞ୍ଚୟ କରିବା ଆଧାର —୬. Cupboard.