କୁଶୂଳଧାନ୍ଯକ
ଦେଖଣା
କୁଶୂଳଧାନ୍ୟକ —
ଉଚ୍ଚାରଣ: Kuṡūḻadhānyaka
ସଂ. ବିଣ. ପୁଂ. (ବହୁବ୍ରୀହ; କୁଶୂଳରେ ଧାନ୍ୟ ଅଛି ୟାହାର) —
ଯେଉଁ ଗୃହସ୍ଥ ତିନି ବର୍ଷର ଖାଦ୍ୟ ପାଇଁ ୟଥେଷ୍ଟ ଧାନ ସଞ୍ଚୟ କରି ସାଇତିଥାଏ — A householder who has in stock food-grains for three years.