Jump to content

କୁଶ ବିଟାଳିବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁଶ ବିଟାଳିବା
ଉଚ୍ଚାରଣ: Kuṡa biṭāḻibā

ଦେ. କ୍ରି. —

ଅରଜସ୍କା ଶୂଦ୍ର କନ୍ୟାର ନାମମାତ୍ର ବିବାହବିଧି ସମ୍ପାଦନ କରିବା —To perform a nominal ceremoney of marriage of an unmatured Ṡūdra girl.

[ଦ୍ର—ବ୍ରାହ୍ମଣମାନଙ୍କର ଅପ୍ରାପ୍ତରଜସ୍କା କନ୍ୟାଙ୍କୁ ବିବାହ ଦେବା ପ୍ରଥା ଅନୁକରଣରେ ଋତୁମତୀ ହେବା ପୂର୍ବରୁ କନ୍ୟାଙ୍କୁ ଶୂଦ୍ରପିତା ବିବାହ ଦେବାର ପ୍ରଥା କେତେକ ଅଞ୍ଚଳରେ ଚଳୁଅଛି ଏ କନ୍ୟାକୁ ସାହାଡା ଗଛ, ପଟେ କାଣ୍ଡ, ଧର୍ମଦେବତା ବା ମାତାମହସମ୍ପର୍କୀୟ ଅତି ବୃଦ୍ଧ ବ୍ୟକ୍ତିଙ୍କ ସଙ୍ଗେ ନାମମାତ୍ର ବିବାହ ଦେବାଦ୍ବାରା ଶୂଦ୍ରମାନେ ବାଲ୍ୟବିବାହ ପ୍ରଥାକୁ ପାଳନ କରନ୍ତି ଓ ପରେ କନ୍ୟା ଋତୁମତୀ ହେଲେ ଉପଯୁକ୍ତ ବାସ୍ତବ ବର ସଙ୍ଗେ କୁଶବିଟାଳି କନ୍ୟାକୁ ବିବାହ ଦିଅନ୍ତି]