Jump to content

କୁଷାକୁ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁଷାକୁ
ଉଚ୍ଚାରଣ: Kushāku

ସଂ. ବି. (କୁଷ ଧାତୁ=ଶୋଭା ପାଇବା+କର୍ତ୍ତୃ. ଆକୁ) —

୧: ଅଗ୍ନି —୧. Fire.

୨: ମାଙ୍କଡ଼ —୨. Monkey.

ବିଣ —

୧: କ୍ରୃର; ଦୁଷ୍ଟ —୧. vile; wicked.

୨: ଘୃଣ୍ୟ —୨. Datestable.

୩: ୟାହା ପୋଡ଼ିପକାଏ — ୩. Burning; scorching.