କୁଷ୍ମାଣ୍ଡ ଖଣ୍ଡ
ଦେଖଣା
କୁଷ୍ମାଣ୍ଡ ଖଣ୍ଡ —
ଉଚ୍ଚାରଣ: Kushmāṇḍa Khaṇḍa
ସଂ. ବି. (କୁଷ୍ମାଣ୍ଡ+ଖଣ୍ଡ) —
୧: ପାଣି କଖାରୁରେ କନ୍ଦ ମିଶାଯାଇ ଅନ୍ୟାନ୍ୟ ମସଲା ସାହାଯ୍ୟରେ ସିଦ୍ଧ ହୋଇଥିବା ଔଷଧ — ୧. A preparation of pumpkin-gourd for medicinal purposes.
[ ଦ୍ର—ଏହା ଶୂଳ ଉଦରରୋଗ ଓ ବାଯୁରୋଗରେ ଉପକାରୀ]
୨: ପାଣିକଖାରୁ ମୋରଦ୍ଦା — ୨. A confectionery of pieces pumpkin-gourd boiled with sugar; preserved bits of pumpkin.