Jump to content

କୁସଂସ୍କାର

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁସଂସ୍କାର
ଉଚ୍ଚାରଣ: Kusaṁskāra

ସଂ. ବି. (କର୍ମଧା; କୁ+ସଂସ୍କାର) —

୧: ଅନ୍ଧ ବିଶ୍ବାସ — ୧. Superstition; prejudice.

୨: ମିଥ୍ୟା ବା ଭ୍ରାନ୍ତ ଧାରଣା — ୨. A false or wrong impression or notio.

୩: ପ୍ରତିକୂଳ ମତ —୩. Unfavourable opinion.