Jump to content

କୁସଙ୍ଗ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁସଙ୍ଗ
ଉଚ୍ଚାରଣ: Kusaṅga

ସଂ. ବି.—(କର୍ମଧା; କୁ+ସଙ୍ଗ) —

ମନ୍ଦ ଲୋକ ସଙ୍ଗେ ସହବାସ —Bad company; association with bad people.

ଦେ. ବି. —

କୁସଙ୍ଗୀ; ମନ୍ଦ ବା ଖଳ ସହଚର — A bad or wicked companion.

କୁସଙ୍ଗରେ ସଙ୍ଗିତା, କୁସଙ୍ଗରେ ସଙ୍ଗ ହେଲେ କାଠଘଣ୍ଟ ଲମ୍ବିତା ଢଗ