କୁସୁମକୋଦଣ୍ଡ
ଦେଖଣା
କୁସୁମକୋଦଣ୍ଡ —
ଉଚ୍ଚାରଣ: Kusumakodaṇḍa
ସଂ. ବି. (ମଧ୍ୟପଦଲୋପୀ; କୁସୁମଯୁକ୍ତ କୋଦଣ୍ଡ) —
୧: ପୁଷ୍ପଧନୁ —୧. A bow made of flowers.
୨: କାମଦେବଙ୍କ ଧନୁ — ୨. The bow of God Cupid.
କୁସୁମକୋଦଣ୍ଡ କାଣ୍ଡ କେତେ କରିଥିଲ ରୁଣ୍ଡ—କବିସୂର୍ଯ୍ୟ. କିଶୋରୀଚମ୍ପୁକ ଗୀତ