କୁସୁମତୁମ୍ବ
ଦେଖଣା
କୁସୁମତୁମ୍ବ —
ଉଚ୍ଚାରଣ: Kusumatumba
ପ୍ରାଦେ. (ପୁରୀଜିଲ୍ଲା) ବି. —
ବାଣବିଶେଷ; ଗଛର ଗଣ୍ଡିର କୁସୁମ ବା ମଧ୍ୟବର୍ତ୍ତୀ ଅଂଶରେ ଗାତ କରାଯାଇ ବାରୁଦ ଖୁନ୍ଦାଯାଇ ଯେଉଁ ତୁମ୍ବବାଣ ତିଆରି ହୁଏ — A kind of firework.