Jump to content

କୁସୁମଧନୁ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁସୁମଧନୁ
ଉଚ୍ଚାରଣ: Kusumadhanu

ସଂ. ବି. (ମଧ୍ୟପଦଲୋପୀ କର୍ମଧାରୟ; କୁସୁମ+ଧନୁ) —

ମଦନ ବା କାମଦେବ ଯେଉଁ କଳ୍ପିତ ଧନୁ ଦ୍ବାରା ପ୍ରେମିକ ପ୍ରେମିକାଙ୍କୁ ଲକ୍ଷ୍ୟ କରି କୁସୁମଶର ପ୍ରଯୋଗ କରନ୍ତି — The (imaginary) flowery bow of the Hindu God Cupid; bow made of flowers strung together.

ଦେ. ବି. (ସଂ. କୁସୁମଧନୁଃ) —

କାମଦେବ —God Cupid.