Jump to content

କୁସୁମଧନୁଃ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁସୁମଧନୁଃ
ଉଚ୍ଚାରଣ: Kusumadhanuḥ

ସଂ. ବିଣ (ବହୁବ୍ରୀହି; କୁସୁମ+ଧନୁସ୍;୧: ମା,୧: ବ) —

କାମଦେବ —The God Cupid; God of love (represented as using a flowery bow and arrow.

[ ଦ୍ର—କାମଦେବ ଯେଉଁ ଧନୁ ଓ ଶର କାମୁକ ଓ କାମ୍ବୁକୀଙ୍କ ପ୍ରତି ପ୍ରଯୋଗ କରନ୍ତି ତାହା ଫୁଲରେ ନିର୍ମିତ ଓ ତାହାଙ୍କର ଶର ୫: ଗୋଟି ପୁଷ୍ପର ଶର ଅଟେ ]