Jump to content

କୁସୁମପୁର

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁସୁମପୁର
ଉଚ୍ଚାରଣ: Kusumapura

ସଂ. ବି. (ନାମ; କୁସୁମ+ପୁର; ପୁଷ୍ପପୂର୍ଣ୍ଣ ନଗର) —

ପୁରାତନ ପାଟଳୀପୁତ୍ର ନଗର (ଆଧୁନିକ ପାଟଣା ସହର) —The ancient town of Pāṭaḻīputra in the vicinity of modern Patna.