କୁସୁମବତୀ
ଦେଖଣା
କୁସୁମବତୀ —
ଉଚ୍ଚାରଣ: Kusumabatī
ସଂ. ବିଣ. ସ୍ତ୍ରୀ (କୁସୁମ+ବତ୍+ସ୍ତ୍ରୀ+ଈ) —
ଋତୁମତୀ — Menstrauated.
କୁସୁମବତୀ ହୋଇ ଅବନୀଶୋଭା ତଳପ ତେଜି ତଳେ ହୋଇଛି ଉଭା ଯେ—ଭଞ୍ଜ. ସଙ୍ଗୀତ
କୁସୁମବତୀ —
ଉଚ୍ଚାରଣ: Kusumabatī
ସଂ. ବିଣ. ସ୍ତ୍ରୀ (କୁସୁମ+ବତ୍+ସ୍ତ୍ରୀ+ଈ) —
ଋତୁମତୀ — Menstrauated.
କୁସୁମବତୀ ହୋଇ ଅବନୀଶୋଭା ତଳପ ତେଜି ତଳେ ହୋଇଛି ଉଭା ଯେ—ଭଞ୍ଜ. ସଙ୍ଗୀତ