Jump to content

କୁସୁମବାଣ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁସୁମବାଣ
ଉଚ୍ଚାରଣ: Kusumabāṇa

ସଂ. ବି. (ମଧ୍ୟପଦଲୋପୀ; କୁସୁମ+ବାଣ) —

୧: ପ୍ରେମିକ ପ୍ରେମିକାଙ୍କ ପ୍ରତି ନିକ୍ଷିପ୍ତ କାମ— ଦେବଙ୍କ ପୁଷ୍ପଧନୁନିର୍ଗତ ଶର — ୧. The (imaginary) flowery shafts or arrows of the God Cupid thorn at lovers.

୨: (ବହୁବ୍ରୀହି) କାମଦେବ — ୨. God Cupid.