Jump to content

କୁସୁମସ୍ତବକ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁସୁମସ୍ତବକ
ଉଚ୍ଚାରଣ: Kusumastabaka

ସଂ. ବି. (୬: ଷ୍ଠୀ ତତ୍; କୁସୁମ+ସ୍ତବକ) —

୧: ଫୁଲଗୁଚ୍ଛ; ଫୁଲପେନ୍ଥା — ୧. A bunch of flowers.

୨: ଫୁଲର ତୋଡ଼ା — ୨. A nosegay.

୩: ସଂସ୍କୃତର ଛନ୍ଦାବିଶେଷ — Name of a Sanscrit metre (alternately rising and falling in cadence)