Jump to content

କୁସୁମା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁସୁମା
ଉଚ୍ଚାରଣ: Kusumā
ছয কুসুমা कुसुमा

ଦେ. ବି —

୧: ଅଫିମ ଓ ଭାଙ୍ଗ ମିଶ୍ରିତ ପାନୀୟ — ୧. A drink made of opium mixed with Canabis Sativa.

୨: ଦୁଗ୍ଧମିଶ୍ରିତ ଭାଙ୍ଗ; ବିଜୟାଯୁକ୍ତ ଦୁଗ୍ଧମିଶ୍ରିତ ପାନୀୟ — ୨. An intoxicating drink made with milk and pestled leaves of Canabis Sativa or Indian Hemp.

ଦେ. ବିଣ —

କୁସୁମଫୁଲର ବର୍ଣ୍ଣବିଶିଷ୍ଟ — Saffron-coloured.