Jump to content

କୁସୁମାଞ୍ଜଳି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁସୁମାଞ୍ଜଳି
ଉଚ୍ଚାରଣ: Kusumān̄jaḻi

ସଂ. ବି. (ମଧ୍ୟପଦଲୋପୀ; କୁସୁମ+ଅଞ୍ଜଳି) —

୧: ଫୁଲର ଆଞ୍ଜୁଳା — ୧. A handful of flowers.

୨: ଉଦୟନାଚାର୍ୟ୍ୟଙ୍କ ପ୍ରଣୀତ ବେଦାନ୍ତ ଗ୍ରନ୍ଥ — ୨. Name of a Hindu theological work by Udayanāchārj̄ya.