କୁସୁମାଯୁଧ
ଦେଖଣା
କୁସୁମାଯୁଧ —
ଉଚ୍ଚାରଣ: Kusumāyudha
ସଂ. ବି. (ମଧ୍ୟପଦଲୋପୀ; କୁସୁମ+ଆଯୁଧ) —
୧: କାମଦେବଙ୍କ ପୁଷ୍ପବାଣ — ୧. The flowery bow of Cupid.
୨: କାମଦେବ —୨. The God of love; Cupid (holding the flowery bow and arrows).
ବିଣ. ପୁଂ. (ବହୁବ୍ରୀହି) —
ପୁଷ୍ପବାଣଧାରୀ — Holding a flowery bow.