Jump to content

କୁସ୍

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁସ୍ (ଧାତୁ) —
ଉଚ୍ଚାରଣ: Kus (root)

ସଂ —

୧: ଆଲିଙ୍ଗନ କରିବା — ୧. To embrace.

୨: ଘେରିବା —୨. To surround; to envelop.

୩: ଦୀପ୍ତି ପାଇବା — ୩. To shine.