Jump to content

କୁସ୍ତାକୁସ୍ତି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁସ୍ତାକୁସ୍ତି
ଉଚ୍ଚାରଣ: Kustākusti
কুস্তাকুস্তী कुस्तमकुस्ता

ଦେ. ବି —

ଦୁଇ ଜଣଙ୍କ ମଧ୍ୟରେ ମଲ୍ଲଯୁଦ୍ଧ — Mutual wresting or scuffling.

ବିଣ —

୧: ଅନୋଽନ୍ୟରେ ମଲ୍ଲଯୁଦ୍ଦ କରୁଥିବା — ୧. Engaged in mutual wresling.

୨: କଳହରେ ଅନୋଽନ୍ୟରେ ଧରାଧରି — ୨. Mutually scuffling in the course of a quarrel.