Jump to content

କୁସ୍ତୁଭ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁସ୍ତୁଭ
ଉଚ୍ଚାରଣ: Kustubha

ସଂ. ବି. (କୁ=ପୃଥିବୀ+ସ୍ତୁଭ ଧାତୁ= ପୂଜା କରିବା+କର୍ମ. ଅ) —

୧: ବିଷ୍ଣ —୧. An epithet of Bishṇu.

୨: ସମୁଦ୍ର —୨. The ocean.