Jump to content

କୁସ୍ବପ୍ନ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁସ୍ବପ୍ନ
ଉଚ୍ଚାରଣ: Kuswapna

ସଂ. ବି. (କର୍ମଧା; କୁ+ସ୍ବପ୍ନ) —

ଦୁଃସ୍ବପ୍ନ; ଅଶୁଭସୂଚକ ସ୍ବପ୍ନ; ବିକଟଦୃଶ୍ୟଯୁକ୍ତ ସ୍ବପ୍ନ —Bad dream; night- mare; ominous dream.