Jump to content

କୁସ୍ବଭାବ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁସ୍ବଭାବ
ଉଚ୍ଚାରଣ: Kuswabhāba
(କୁସ୍ବଭାବା—ସ୍ତ୍ରୀ)

ସଂ. ବି. (କର୍ମଧା; କୁ+ସ୍ବଭାବ) —

ମନ୍ଦ ପ୍ରକୃତି — Evil or bad nature.

ସଂ. ବିଣ. ପୁଂ. (ବହୁବ୍ରୀହି) —

ମନ୍ଦପ୍ରକୃତିକ; ଦୃଷ୍ଟ — Ill-natured; wicked; of perverted nature.