Jump to content

କୁହନା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁହନା
ଉଚ୍ଚାରଣ: Kuhanā

ସଂ. ବି. (କୁହନା+ଆ) —

୧: କପଟ; ଛଳ; କପଟାଚାର —୧. Hypocrisy

ପରଖି ଦେବାର ଦୋଷୀକି ସୁନ୍ଦର ନ ରଖି ମନେ କୁହନା— କବିସୂର୍ଯ୍ୟ. ସଙ୍ଗୀତ

୨: ବିରାଡ଼ିବୌଷମପଣ; କପଟ ସାଧୁତା — ୨. Assumed sanctity.

୩: ସକାମ ଧର୍ମାଚରଣ — ୩. Interested performance of religious austerities (Apte).