କୁହରିବା
ଦେଖଣା
କୁହରିବା —
ଉଚ୍ଚାରଣ: Kuharibā
কুহরা
कुहरना
ଦେ. କ୍ରି. (ସଂ. କୁହର) —
୧: ପିକ ପରି କୁହୁକୁହୁ ଶବ୍ଦ କରିବା — ୧. To coo like the cuckoo.
ସହକାର କୁଞ୍ଜେ, ପିକବର ସଙ୍ଗେ , କୁହରଇ ପିକବଧୂ ନନ୍ଦକିଶୋର. ନିର୍ଝରିଣୀ
୨: (ସଂ. କୋହ)—ଅତ୍ୟନ୍ତ କୋହ ସହିତ କାନ୍ଦିବା — ୨. To lament or cry in a plaintive or continual voice.