Jump to content

କୁହରେଇ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁହରେଇ
ଉଚ୍ଚାରଣ: Kuharei
कुहरकर

ଦେ. କ୍ରି. ବିଣ —

୧: ଅତ୍ୟନ୍ତ କୋହ ସହିତ ଉଚ୍ଚୈଃସ୍ବରରେ (କାନ୍ଦିବା) —୧. (to cry) Plaintively.

୨: ଉପର୍ୟ୍ଯୁପରି (ପ୍ରହାର କରିବା) — ୨. (to beat) In close succession; (to give strokes) Promiscuously or profusely or soundly.