Jump to content

କୁହା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁହା
ଉଚ୍ଚାରଣ: Kuhā
কহন, কহা कहनी

ଦେ. ବି. (ସଂ. କଥ ଧାତୁ) —

୧: କହିବା; କଥନ —୧. Speaking.

୨: କଥା; ବାକ୍ୟ —୨. Words; speech.

୩: ଆଜ୍ଞା; ଉପଦେଶ —୩. Advice; order.

କୋହି, କୁହିସ୍ତ୍ରୀ

ଦେ. ବିଣ. ପୁଂ —

୧: (ଅନ୍ୟ ଶବ୍ଦ ସଙ୍ଗେ ଲାଗେ, ଯଥା— କଅଁଳ କୁହା)—କହିବା ବ୍ୟକ୍ତି —୧. Speaking.

୨: କଥିତ —୨. Spoken.

ନୋହେ ତାଙ୍କ ପ୍ରତିଜ୍ଞା କୁହା ଭଞ୍ଜ. ବୌଦେହୀଶବିଳାସ