କୁହାଇବା
ଦେଖଣା
କୁହାଇବା —
ଉଚ୍ଚାରଣ: Kunāibā
কহান
कहबाना
ଦେ. କ୍ରି —
୧: କହିବାର ଣିଜନ୍ତ ରୂପ — ୧. The caustative form of 'Kahibā'.
୨: ଅନ୍ୟ ବ୍ୟକ୍ତି କଥା କହିବାର ଉପାୟ କରିବା — ୨. To make another speak or utter something.
୩: ଅନ୍ୟ ଦ୍ବାରା ଅଭୀଷ୍ଟ କଥା ଅବଗତ କରାଇବା ବା ଜଣାଇବା — ୩. To send words through another.
ଚିତ୍ରସେନ ହାତେ ତା ମୋତେ କୁହାଇଲେ କୃଷ୍ଣସିଂହ. ମହାଭାରତ, ବନ
୪: ବୋଲାଇବା; (ଅମୁକ ନାମରେ) ଖ୍ୟାତ ହେବା — ୪. To be called or styled.
ବିଧାତର ପ୍ରିୟା ହୋଇ ସାବିତ୍ରୀ କୁହାଇ ମାଘପୁରାଣ