କୁହାକୁହି
ଦେଖଣା
କୁହାକୁହି —
ଉଚ୍ଚାରଣ: Kuhākuhi
কহাবলা
कहाकही
ଦେ. ବି. —
୧: ଅନ୍ଯୋଽନ୍ୟରେ କଥାବାର୍ତ୍ତା ହେବା; କଥୋପ— କଥନ —୧. Consulation; conversation; mutual talk.
୨: ପ୍ରାର୍ଥନା —୩. Entreaty.
ଦେ. ବିଣ. —
ଅନ୍ଯୋଽନ୍ୟରେ କଥାବାର୍ତ୍ତା ହେବା — Speaking to each other.
ଏହି ରୂପରେ ଦ୍ବିଜେ ହୋଇ କୁହାକହି କୃଷ୍ଣସିଂହ. ମହାଭରତ. ବନ