Jump to content

କୁହାଟ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁହାଟ
ଉଚ୍ଚାରଣ: Kuhāṭa
চেঁচানি पुक्की, गुहाड़

ଦେ. ବି. (ସଂ. ଚିତ୍କାର) —

୧: ଉଚ୍ଚ ଡାକ; ପ୍ରହରୀମାନଙ୍କ ଡାକ —୧. A hallooing; halloo; loud call from a distance.

୨: ଉଚ୍ଚ ଧ୍ଵନି —୨. Loud call; high sound.

ଜୀବଙ୍କୁ ତଡ଼ନ୍ତି କ୍ଷେତ୍ରୁଁ ବିକଟ କୁହାଟେ ରାଧାନାଥ. ମହାପାତ୍ର

୩: କଥା; କିମ୍ବଦନ୍ତି —୩. Saying adage.

(ଯଥା—ପୁରୀର ଠାକୁରରଜା ଲକ୍ଷେ ରଜାରେ ମଉଡମଣି ବୋଲୢ କୁହାଟ ଅଛି)