Jump to content

କୁହାଟମଲି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁହାଟମଲି
ଉଚ୍ଚାରଣ: Kuhāṭmali

ଦେ. ବି. —

ଅନ୍ଧକାର ରାତିରେ ଖେଳାଯିବା ଏକପ୍ରକାର ଖେଳ —Name of game played at night.

[ଦ୍ର—ଏହି ଖେଳରେ ବାଳକମାନେ ଦୁଇ ଦଳରେ ବିଭକ୍ତ ହୁଅନ୍ତି ଏକ ଦଳ ଲୁଚନ୍ତି ଓ ଅନ୍ୟ ଦଳ ସେମାନଙ୍କୁ ଖୋଜି ବାହାର କରିବାରେ ଲାଗନ୍ତି ଲୁଚି ଥିବା ଦଳ ମଧ୍ୟରୁ କାହାକୁ ନ ପାଇଲେ ଖୋଜୁଥିବା ଦଳ ସୋମାନଙ୍କର ସନ୍ଧାନ ପାଇବା ଉଦ୍ଦେଶ୍ୟରେ କୁହାଟ ମାରନ୍ତି ଲୁଚିଥିବା ଦଳ ମଧ୍ୟରୁ କେହି କେହି ଅତି ସାବଧାନ ହୋଇ ଏପରି କୁହାଟ ଦେଇ ଚାଲି ୟାଆନ୍ତି ଯେ, ଖୋଜୁଥିବା ଦଳ ସହଜରେ ତାହାଙ୍କୁ ଧରି ପାରନ୍ତି ନାହିଁ ୟଦି ଦୌବାତ୍ ଲୁଚିଥିବା ଦଳ ମଧ୍ୟରୁ କେହି ଜଣେ ଧରା ପଡ଼ିଯାଏ ତେବେ ସେହି ଦଳ ହାରି ଯାଏ ଓ ଖୋଜୁଥିବା ଦଳର ଜିତ୍ ହୁଏ ପୁଣି ଜିତିବାଦଳ ଲୁଚନ୍ତି ଓ ହାରିବାଦଳ ତାଙ୍କୁ ଖୋଜନ୍ତି]