Jump to content

କୁହାଟିବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁହାଟିବା
ଉଚ୍ଚାରଣ: Kuhāṭibā
চেঁচান पुक्कीमारना; गुहाड़ना

ଦେ. କ୍ରି. —

୧: ଉଚ୍ଚ ଡାକ ଦେବା — ୧. To halloo; to shout from a distance.

୨: ପ୍ରହରୀମାନେ ଲୋକଙ୍କୁ ବା ପରସ୍ପରକୁ ଚେତାଇବା ପାଇଁ ଦୂରରୁ ଉଚ୍ଚ ଡାକ ଦେବା; ଚିତ୍କାର କରିବା — ୨. To make loud sounds (like sentinals in their rounds in the night-watch).