କୁହାବୋଲା
ଦେଖଣା
କୁହାବୋଲା —
ଉଚ୍ଚାରଣ: Kuhābolā
বলাকহা
कहाबादि
ଦେ. ବି. (ଏକାର୍ଥକ ସହଚର ଶବ୍ଦ) —
୧: ନାନାପ୍ରକାରେ କହିବା — ୧. Speaking; talking.
୨: ଅନୁନୟ ବିନୟ —୨. Solicitation; request.
କେବେ କେବେ ସାଆନ୍ତାଣୀ ବସି କୁହାବୋଲା କଲେ ଗୁଣ୍ଡାଏ ଦୁଇ ଗୁଣ୍ଡା ଖାଏ ଫକୀରମୋହନ. ଛମାଣଆଠଗୁଣ୍ଠ
୩: ସୁପାରିସ୍ —୩. Recommendation.