Jump to content

କୁହାଳିଆ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁହାଳିଆ
ଉଚ୍ଚାରଣ: Kuhāḻiā
बतक्कड़; कथक्कड़

ଦେ. ବିଣ. (ସଂ. କଥ ଧାତୁ) —

ଯେ ବେଶି କଥା କହିପାରେ — Talkative.

କେହି ଜଣେ କୁହାଳିଆ ହାତ ହଲାଇ ମୁଣ୍ଡ ହଲାଇ କଥା ମେଲିଛି ଫକୀରମୋହନ. ଛମାଣଆଠଗୁଣ୍ଠ