Jump to content

କୁହାୟିବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁହାଯିବା
ଉଚ୍ଚାରଣ: Kuhāj̄ibā
কহাযাওয়া कहाजाना

ଦେ. କ୍ରି (କହିବାର କର୍ମବାଚ୍ୟ ରୂପ) —

କଥିତ ହେବା — To be spoken; to be said.

କୁହାୟା଼ଉଥାଏ ସିନା, ତୁହାଇ ତୁହାଇ ପୂଟ ଦେଉଥିଲେ ଲୁହା କି ହୋଇବ ସୁନା ଢଗ

[ଦ୍ର—ସଂ. କଥା ଧାତୁରୁ ଓଡ଼ିଆ କହିବା କ୍ରିୟା ହୋଇଅଛି ଓ କହିବା କ୍ରିୟାରୁ, କୁହା, କୁହାଇବା, କୁହାବୋଲା, କୁହାଯିବା ଆଦି ଶବ୍ଦ ଭାଷାରେ ଚଳେ କିନ୍ତୁ କେତେକ ଆଧୁନିକ ଭାଷାସଂସ୍କାରକ 'କୁହାଯାଏ' ସ୍ଥଳରେ 'କୁହାଯାଏ' ବ୍ୟବହାର କରି ଭାଷାର ଶୁଦ୍ଧତା ରକ୍ଷା କରିବା ପ୍ରୟାସ କରିବାର ଦେଖାଯାଏ କିନ୍ତୁ ପ୍ରାଚୀନ ଗ୍ରନ୍ଥ— ମାନଙ୍କରେ 'କୁହା'ର ବ୍ୟବହାର ଅଛି]