Jump to content

କୁହୁ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁହୁ
ଉଚ୍ଚାରଣ: Kuhu

ସଂ. ବି. (କୁହ ଧାତୁ=ବିସ୍ମୟାପନ୍ନ କରିବା+କର୍ତ୍ତୃ. ଉ) —

୧: କୋକିଳ ଧ୍ଵନି —୧. The cooing note of the Indian Cuckoo.

୨: ଅମାବାସ୍ୟା —୨. The new-moon day.

୩: ଶରୀରସ୍ଥ ପ୍ରଧାନ ଦଶନାଡ଼ୀ ମଧ୍ୟରୁ ଏକତମ — ୩. One of the ten chief veins of the body.