Jump to content

କୁହୁଁଚିଆ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁହୁଁଚିଆ
ଉଚ୍ଚାରଣ: Kuhuñchiā

ପ୍ରାଦେ. (ସମ୍ବଲପୁର) ବି —

୧: କଜଳପାତୀ (ପକ୍ଷୀ) (ଦେଖ) ୧. Kajaḻapātī (bird) (See)

୨: କୋଚିଆ; ସର୍ପାକୃତି ମତ୍ସ୍ୟବିଶେଷ —୨. Eel.