Jump to content

କୁହୁଁଚିଆ ଉଷାରାଏତ୍

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁହୁଁଚିଆ ଉଷାରାଏତ୍
ଉଚ୍ଚାରଣ: Kuhuñchiā ushārāet

ପ୍ରାଦେ. (ସମ୍ବଲପୁର) ବି —

ଭୋର ୩: ଟା ବେଳ — Time about ୩ A. M.

[ଦ୍ର—ସେତେବେଳେ କୁହୁଁଚିଆ ବା କଜଳପାତୀ ରାବ ଦିଅନ୍ତି ବୋଲି ଏହି ନାମ]