Jump to content

କୁହୁକ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁହୁକ
ଉଚ୍ଚାରଣ: Kuhuka
কুহক कुहक

ଦେ. ବି. (ସଂ. କୁହକ) —

୧: ମାୟା; ଛଳ — ୧. Deception.

୨: ଇନ୍ଦ୍ରଜାଲ; ଭୋଜିବିଦ୍ୟା; ଭୋଜବାଜୀ — ୨. Magic; sorcery; jugglery.