ଶବ୍ଦାର୍ଥ:
କୁହୁକା — ଉଚ୍ଚାରଣ: Kuhukā
ପ୍ରାଦେ. (ସମ୍ବଲପୁର) (ଧ୍ଵନ୍ୟନୁକାର) ଅ —
କୋକିଳାର କହୁ କହୁ ରାବ — The cooing of a cuckoo.