Jump to content

କୁହୁକିଆ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁହୁକିଆ
ଉଚ୍ଚାରଣ: Kuhukiā
কুহুকীট

ଦେ. ବିଣ (ସଂ. କୁହୁକୀ) —

୧: ଯେ ମାୟା ପ୍ରାକାଶ କରେ; ମାୟାବୀ; ଯେ ଅନ୍ୟ ବ୍ୟକ୍ତିକୁ ଚାହିଁଜଳକା ବନାଇଦିଏ — ୧. Practising deception on others.

୨: ଯେ କୁହୁକ ଦେଖାଯାଏ —୨. Magician.

୩: ଐନ୍ଦ୍ରଜାଲିକ; ବାଜୀଗର —୩. Juggler.