କୁହୁକିବା
ଦେଖଣା
କୁହୁକିବା —
ଉଚ୍ଚାରଣ: Kuhukibā
কুহরা
कूहकना, कुकना
ଦେ. କ୍ରି. (ସଂ. କୁହୁ; ତୁଳ. ଇଂ କୂ ଧାତୁ=ରାଗିବା) —
୧: (କୋକିଳ ପରି) କୁହୁ କୁହୁ ଶବ୍ଦ କରିବା — ୧. To utter sound or notes (like that of a cuckoo).
ପ୍ରାଦେ. (ସମ୍ବଲପୁର) କ୍ରି. (ଧ୍ଵନ୍ୟନୃକରଣ) —
(କୁମ୍ଭାଟିଆ ବା କୋଇଲି) କୁହୁକୁହୁ ରାବ ଦେବା — To coo (said of a cuckoo or Kumbhāṭuā