Jump to content

କୁହୁକୁହୁ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁହୁକୁହୁ
ଉଚ୍ଚାରଣ: Kuhukuhu

ଦେ. ଅ (ଧ୍ଵନ୍ୟନୁକରଣ) —

କୋକିଳର ଧ୍ଵନି — The sound or note of the Indian cockoo.

କଳା ପିକ ଲୋ କୁହୁକୁହୁ ରାବେ ଡ଼ାକ ଲୋ ପ୍ରାଚୀନ. ସଂଙ୍ଗୀତ