କୁହୁକ ଲଗାଇବା
ଦେଖଣା
କୁହୁକ ଲଗାଇବା —
ଉଚ୍ଚାରଣ: Kuhuka lagāibā
ভেকী লাগানা
त्र्प्रँखलगाना
ଦେ. ବି —
(ଆଖିରେ) ଭେଳକି ଲଗାଇ ଦେବା; ମାୟା ଦ୍ବାରା ଦୃଷ୍ଟିଶକ୍ତିରେ ଭ୍ରମ ଜନ୍ମାଇ ଦେବା; ଚାହିଁଜଳକା ବନାଇବା — To fascinate the eyesight; to create visual delusion by jugglery; to make a fool of another.