Jump to content

କୁହୁଡ଼ିଆ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁହୁଡ଼ିଆ
ଉଚ୍ଚାରଣ: Kuhudṟḍ̠iā
कुहासल

ଦେ. ବିଣ —

କୁହୁଡ଼ି ଯୁକ୍ତ — Foggy; misty.

ଆକାରେ ପ୍ରକାଶ ହେଲା କୁହୁଡ଼ିଆ ବିନ୍ଦୁ ପ୍ରାଚୀ. ବ୍ରହ୍ମନିରୂପଣ ଗୀତ