Jump to content

କୁହୁଣ୍ଡା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁହୁଣ୍ଡା
ଉଚ୍ଚାରଣ: Kuhuṇḍā
কুণ্ডা; খুর্সী कुलावा; कुराह

ଦେ. ବି (ସଂ. କୁଣ୍ଡଳ) —

କବାଟର ଚଉକାଠରେ ଲାଗିଥିବା ଲୁହାର ହୁକ (ୟହିଁରେ କବାଟର ଶିକୁଳିକୁ ଲଗାଇ ଦେଲେ କବାଟ ବନ୍ଦ ହୁଏ) — Steple of a door-frame.