କୁହୁରିବା
ଦେଖଣା
କୁହୁରିବା —
ଉଚ୍ଚାରଣ: Kuhuribā
ପ୍ରାଦେ. (ସମ୍ବଲପୁର) କ୍ରି —
୧: ବୈଦନାସୂଚକ କୁନ୍ଥନ ଧ୍ଵନି କରିବା — ୧. The emit a straining sound while seffering pain (said of a man suffering from some disease.).
(ଯଥା—ସେ ଜରେ କୁହୁର୍ଛେ)
୨: କୁହୁକୁହୁ ରାବ କରିବା —୨. To coo.
ଚୂତାଙ୍କର ଧରି କୁହୁ କୁହୁରନ୍ତେ ରଙ୍ଗେ ଉଧଟପିକର ବାଣୀ ବିଯୋଗୀ ବିହଙ୍ଗେ—ପ୍ରାଚୀ. ଉସବାରିଧି