କୁହୁଲା
ଦେଖଣା
କୁହୁଲା —
ଉଚ୍ଚାରଣ: Kuhulā
ପ୍ରାଦେ. (ସମ୍ବଲପୁର) ବି —
ଧୁଆଁ —Smoke.
ବିଣ. —
ଧୂମ୍ରମୟ (ସ୍ଥାନ) —Smoky (place).
(ଯଥା—କୁହୁଲା ଘର)
କୁହୁଲା —
ଉଚ୍ଚାରଣ: Kuhulā
ପ୍ରାଦେ. (ସମ୍ବଲପୁର) ବି —
ଧୁଆଁ —Smoke.
ବିଣ. —
ଧୂମ୍ରମୟ (ସ୍ଥାନ) —Smoky (place).
(ଯଥା—କୁହୁଲା ଘର)