Jump to content

କୁହୁଳାମୁହାଁ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁହୁଳାମୁହାଁ
ଉଚ୍ଚାରଣ: Kuhuḻāmuhāñ
(କୁହୁଳାମୁହୀଁ—ସ୍ତ୍ରୀ)

ଦେ. ବିଣ. ପୁଂ. —

ପୁରୁଷଙ୍କୁ ଦିଆ ଯିବା ଗାଳିବିଶେଷ; ପୋଡ଼ାମୁହାଁ —A term of abuse applied to males; having a charred face.