Jump to content

କୁହୁଳା ପକାଇବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁହୁଳା ପକାଇବା
ଉଚ୍ଚାରଣ: Kuhuḻā pakāibā
উননধরান सुलगाना

ଦେ. କ୍ରି —

ଚୁଲି ଜାଳିବା ନିମନ୍ତେ କୁଟାକାଠି ଆଦି ଦାହ୍ୟ ପଦାର୍ଥରେ ନିଆଁ ଲଗାଇବା — To set fire to inflammable things in the oven in order to ignite the fuel.